ଆମେରିକାର କାଲିଫର୍ଣ୍ଣିଆରେ ଏଫବିଆଇକୁ ବଡ଼ ସଫଳତା

କାଲିଫର୍ଣ୍ଣିଆ : ଆମେରିକାର କାଲିଫର୍ଣ୍ଣିଆରେ ଏଫବିଆଇକୁ ବଡ଼ ସଫଳତା ମିଳିଛି । ଏଫବିଆଇ ଓ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ମିଳିତ ଅପରେସନ ଫଳରେ ୮ ଜଣ କୁଖ୍ୟାତ ଖଲିସ୍ଥାନୀ ସମର୍ଥକ ଗିରଫ ହୋଇଛନ୍ତି ା ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେବଳ ଏଫବିଆଇ ନୁହେଁ, ଭାରତୀୟ ପୁଲିସ ମଧ୍ୟ ଏହି ଗ୍ୟାଙ୍ଗଷ୍ଟରମାନଙ୍କୁ ବିଭିନ୍ନ ଅପରାଧ ପାଇଁ ଖୋଜୁଥିଲା । ଏହି ଅପରାଧୀମାନେ ପଂଜାବ ଓ ଅନ୍ୟ କେତେକ ରାଜ୍ୟରେ ବିଭିନ୍ନ ପ୍ରକାରର ଅପରାଧ ଘଟାଇଥିବା ଅଭିଯୋଗ ହୋଇଛି ।

Leave a Reply