Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ

ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ଅନ୍ତଗର୍ତ ୩ନଂ ୱାଡ଼ର୍ରେ ଥିବା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସଭାଗୃହେର ୨୨ତାରିଖ ବୁଧବାର ଦିନ ହିନ୍ଦୁ ନବବର୍ଷ ପାଳନ କରାଯାଇଥିବା ଦେଖାଯାଇଛି । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ହେରକୃଷ୍ଣ ପତିଙ୍କ ସେଂଯାଜନୋର ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କମଳାକାନ୍ତ ଦାସ, ମୁଖ୍ୟବକ୍ତା ଭାବେ ପ୍ରେଫସର ଗଦାଧର ମିଶ୍ର ପ୍ରମୁଖ ଯୋଗେଦଇ ହିନ୍ଦୁ ନବବଷର୍ର ଗରୁତ୍ୱ ଓ ମହତ୍ୱ ଉପରେ ଆଲୋକପାତ କରିଥେôଲ । ଆଚାର୍ଯ୍ୟ ପଙ୍କଜ କୁମାର ମହାନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଧ୍ୱଜା ଉତ୍ତୋଳନ କରିବା ସହ ସଙ୍ଘ ପ୍ରାଥର୍ନା ଗାନ କରିଥିଲ । କାର୍ଯ୍ୟକ୍ରମେର ଶିଶୁ ମନ୍ଦିରର ସମ୍ପାଦକ ଉଷାରାଣୀ ଜେନା, ସେବର୍ଶ୍ୱର ଦେଳଇ, ପବିତ୍ର ମୋହନ େବେହରା, ଶଶି ମହାପାତ୍ର, ଶ୍ରୀଧର ସାହୁ, ସାମ୍ବାଦିକ ନିରାକାର ଦେଳଇ, ହେରକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥେôଲ । ଆଚାର୍ଯ୍ୟ ହେମନ୍ତ କୁମାର ସାହୁ ବେିବକାନନ୍ଦଙ୍କ ଅମୃତ ବାଣୀ ପାଠ କରିଥେôଲ । ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମେର ସହେଯାଗ କରିଥିଲେ ।

Leave a Reply