Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଦୀଙ୍କ ‘ମନ୍ କୀ ବାତ୍‌’ରେ ରଥଯାତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଦୀଙ୍କ ‘ମନ୍ କୀ ବାତ୍‌’ରେ ରଥଯାତ୍ର

ନୂଆଦିଲ୍ଲୀ: ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ରଥଯାତ୍ରା କଥା କହିଛନ୍ତି । ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁଯାଉଛି । ଏଣୁ ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାଧାରଣ ନିର୍ବାଚନରେ ରେକର୍ଡ ମତଦାନପାଇଁ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନରେ ଇଂରେଜ ଶାସନ ବିରୋଧରେ ଆଦିବାସୀ ଅସ୍ତ୍ର ଉଠାଇଥିଲେ ବୋଲି କହିଛନ୍ତି ମୋଦୀ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦୀଙ୍କର ଏହାଥିଲା ପ୍ରଥମ ମନ୍ କୀ ବାତ୍ । ପ୍ରଧାନମନ୍ତ୍ରୀ ନିକଟରେ ପାଳନ କରାଯାଇଥିବା ଯୋଗଦିବସର ମହତ୍ୱ ବିଷୟରେ ମଧ୍ୟ ଏଥିରେ କହିଛନ୍ତି ।

Leave a Reply